Latest Odisha News

BREAKING NEWS

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ ହେଲା ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତାଙ୍କ ମୃତ୍ୟୁରେ ସାମ୍ବାଦିକ, ସ୍ଥାନୀୟ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

ଫ୍ରିଲାନ୍ସର ଫଟୋଗ୍ରାଫର ଭାବେ କ୍ୟାରିଅର ଆରମ୍ଭ କରିଥିବା ସୁମନ୍ତ ୨୦୦୯ରେ କନକ ଟିଭିର ଭିଡିଓ ସାମ୍ବାଦିକ ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.