Latest Odisha News

ହିନ୍ଦୁମାନେ ଏକଜୁଟ ରହିବା ଦରକାର; ମୋହନ ଭଗବତ

ରାୟପୁର: ହିନ୍ଦୁମାନେ ଏକଜୁଟ ରହିବାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଆହ୍ବାନ ଦେଇଛନ୍ତି। ଭାଷା, ଜାତି ଓ ଅଞ୍ଚଳ ମତଭେଦ ଭୁଲି ସମସ୍ତ ହିନ୍ଦୁ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି। ସମାଜରେ ସଂଗଠନ,ସଦଭାବନା ଓ ଆତ୍ମୀୟତାର ଆବଶ୍ୟକତା ରହିଛି। ସେହିପରି ଆଚରଣର ଅନୁଶାସନ, ରାଷ୍ଟ୍ର ପ୍ରତି କର୍ତ୍ତବ୍ୟ ଓ ଧ୍ୟେୟନିଷ୍ଠ ହେବାର ଆବଶ୍ୟକତା ମଧ୍ୟ ରହିଛି।

ମୁଁ ଓ ମୋ ପରିବାର ଭାବନାକୁ ଭୁଲି ଆମକୁ ଉତ୍ତମ ସମାଜ ଗଠନ କରିବାର ଆବଶ୍ୟକତା ରହିଛି।  ସଂଘ ପ୍ରମୁଖ ରାଜସ୍ଥାନର ବାରାଁରେ ସ୍ଵୟଂସେବକମାନଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି।

Leave A Reply

Your email address will not be published.