Latest Odisha News

ଭାରତକୁ ହରାଇ ନପାରିଲେ ନାମ ବଦଳାଇଦେବି: ଶାହବାଜ ସରିଫ

କରାଚି: ଭାରତକୁ ହରାଇ ନପାରିଲେ ନାମ ବଦଳାଇଦେବି।ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିକଟରେ ଏକ ସଭାରେ ଚକିତ କଲା ଭଳି ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ପାକିସ୍ତାନ ଭାରତକୁ ପଛରେ ନପକାଇଲା ତେବେ ମୋ ନାମ ବଦଳାଇଦେବି। ଶାହବାଜ ସରିଫଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ହେଉଛି। ୟୁଜର୍ସ ମଧ୍ଯ ମଜାଦାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ତେବେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଖେଳାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଏଭଳି ବୟାନ ଦୁଇ ଦେଶର ସମ୍ପର୍କ ଆଲୋଚନାର ବିଷୟ ପାଲଟିଛି।

 

Comments are closed.