ମୁମ୍ବାଇ: ସଦ୍ୟଘୋଷିତ ୯୫ ତମ ଓସ୍କାର ଆୱାର୍ଡ ଉତ୍ସବରେ ଭାରତ ଦୁଇଟି ପୁରସ୍କାର ଜିତିଛି, ଯାହାକୁ ନେଇ ସାରା ଦେଶ ଗର୍ବ କରିଛି । ଏଭଳି ସମୟରେ ଏହି ଓସ୍କାର ଆୱାର୍ଡ ଉତ୍ସବରେ ହଲିଉଡର ଏକ ଫିଲ୍ମ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି । ଫିଲ୍ମଟି ହେଲା ‘ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ ଆଟ ୱାନ୍ସ’ । ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନା, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଓ ସର୍ବଶ୍ରେଷ୍ଠ ସହାୟକ ଅଭିନେତା କ୍ୟାଟେଗୋରୀରେ ଏହି ଫିଲ୍ମ ପୁରସ୍କୃତ ହୋଇ ରେକର୍ଡ ସୃଷ୍ଟି କରିଛି ।
BREAKING NEWS
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’ରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲା ଭାରତ
- Macron Tells Meloni To Stay In Own Lane: ମେଲୋନିଙ୍କ ଉପରେ ରାଗିକି ଫାୟର ମାକ୍ରନ, କହିଲେ, ‘ନିଜ ସୀମା ଭିତରେ ରୁହ…’
- Donald Trump To PAK PM: ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଉ ପାଉ ଛିଡା ହୋଇଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ, ସଙ୍ଗେ ସଙ୍ଗେ ଛାତିରେ ହାତ ରଖି କହିଲେ…
- India’s Ties Improving With Bangladesh: ବାଂଲାଦେଶରେ ସମସ୍ତ ଭିସା ସେବା ପୁଣି ଆରମ୍ଭ କରିବ ଭାରତ, ତାରିକ ରହମାନଙ୍କ ସରକାରରେ ସୁଧୁରୁଛି ସମ୍ପର୍କ…
- ଆରମ୍ଭ ହେଲା ଅପରେସନ୍ ବ୍ଲାକ୍ ଫରେଷ୍ଟ-୨, ଟଳିଲେଣି ୫ ମାଓବାଦୀ
- ଭିଜିଲାନ୍ସ ଜାଲରେ ଫରେଷ୍ଟର ଭାଗବତ ଭୂଷଣ ବେହେରା
- Trump Board of Peace: ମୁଁ ପୁରୁଷମାନଙ୍କ ପ୍ରତି ଆଗ୍ରହୀ ନୁହେଁ, କିନ୍ତୁ ମହିଳାମାନଙ୍କୁ ବହୁତ ପସନ୍ଦ କରେ: ଟ୍ରମ୍ପ
- ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି
- ‘ଭାଇବ୍ରେଣ୍ଟ ଭିଲେଜ’ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ, ବିକାଶର ନୂତନ ଗତି ପାଇବ ସୀମାନ୍ତ ଗାଁ
- AI ସବୁକିଛି କରିପାରିବ, କିନ୍ତୁ ଦିଲ୍ଲୀ ଟ୍ରାଫିକର ସମାଧାନ କରିପାରିବ ନାହିଁ: ଋଷି ସୁନକ
Comments are closed.