ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଏ । ତେବେ ଏହି ସମୟରେ କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ିପାରିବ । କ’ଣ ଖାଇଲେ ଶରୀରରେ ବଢ଼ିବ ଇମ୍ୟୁନିଟି ପାୱାର । ଆସନ୍ତୁ ଜାଣିବା ସେ ବିଷୟରେ ।
ଭିଟାମିନ୍-ଏ ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ । ଏଥିସହ ଭିଟାମିନ-ବି ଯୁକ୍ତ ଖାଦ୍ୟ ମଧ୍ୟ ଶରୀରକୁ ଯଥେଷ୍ଟ ଆବଶ୍ୟକ । ସେହିପିର ଭିଟାମିନ-ଇ ଓ ଭିଟାମିନ-ବି-୬ର ମଧ୍ୟ ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇଲେ ଶରୀରରେ ରୋଗା ପ୍ରତିରୋଧ ଶକ୍ତି ବଢ଼ିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କ’ଣ ଖାଇବେ
-ସବୁଜ ତଟକା ପରିବା
-ହଳଦୀ ଓ ଗୋଲମରିଚ
– ଚିକେନ, ମାଛ ଓ ଅଣ୍ଡା ଖାଇପାରିବେ
-ଉଷୁମ କ୍ଷୀର ଓ ପାଣି
-ଗହମ, ଉଷୁନା ଚାଉଳ, ଡାଲି
-ଗଜା ମୁଗ, ବୁଟ, ଫଳ ଓ ଜୁସ
କ’ଣ ଖାଇବେନି
-ଚିନି ଓ ଚିନି ଯୁକ୍ତ ଖାଦ୍ୟ
-ଲାଲ ମାଂସ
-ମଟନ
-ଚିଙ୍ଗୁଡି
-ମୃଦୁ ପାନୀୟ
–ଅଧିକ ତେଲ ଯୁକ୍ତ ଖାଦ୍ୟ
BREAKING NEWS
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
Comments are closed.