Latest Odisha News

BREAKING NEWS

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି।

ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ ଜୀବନଶୈଳୀ ସହ ମାନସିକ ଶାନ୍ତି ପାଇବାକୁ ଚାହୁଁଥିଲେ, ପ୍ରତିଦିନ ଆପଣାନ୍ତୁ ଏହିସବୁ ପନ୍ଥା । ଯୋଗରେ ରହିଛୁ ସମସ୍ତ ରୋଗର ଉପଶମ।

କିଶୋର ଠାରୁ ବୟସ୍କ ପିଢ଼ି ଦୈନିକ ୧୫-୨୦ ମିନିଟ୍ ଯୋଗ କଲେ ଏହାର

ଯୋଗ କଲେ ଆମ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ଅମ୍ଳଜାନ ମିଳେ, ଯାହା କାରଣରୁ ମନ ଶାନ୍ତ ରହୁଥିବାର ପରୀକ୍ଷାରୁ ଜଣାପଡ଼ିଛି ।

ଯୋଗ, ପ୍ରାଣାୟାମ ଆଦି କଲେ ଆମ ମନ ପ୍ରଫୁଲ୍ଲ ରହିବା ସହ ମାନସିକ ଚିନ୍ତା ମଧ୍ୟ ଅନେକାଂଶରେ ହ୍ରାସ ପାଇଥାଏ ।

ଯୋଗ ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇଥିବା ବେଳେ ନିଦ୍ରାହୀନତା ଓ ମାନସିକ ଅଶାନ୍ତି ମଧ୍ୟ ଏହା ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ ହେଉଥିବାର ଜଣାପଡ଼ିଛି ।

Comments are closed.