Latest Odisha News

BREAKING NEWS

ଏଥର ଆକାଶରେ ଫାଇଟ କରିବେ ହ୍ରିତିକ

ମୁମ୍ବାଇ: ବ୍ୟାଙ୍ଗବ୍ୟାଙ୍ଗ ଓ ୱାର ପରେ ହ୍ରିତିକ ରୋଶନ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫାଇଟର ଫିଲ୍ମରେ ଦର୍ଶକଙ୍କୁ ଆଚମ୍ବିତ କରିଦେବା ଭଳି ଆକ୍ସନ ସିନ୍ ରହିଛି । ହ୍ରିତିକ ଓ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ କେତେକ ହାୱାଇ ଆକ୍ସନ ସିନ୍ ରହିଛି । ବାୟୋକମ ୧୮ ଷ୍ଟୁଡିଓ ଦ୍ୱାରା ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି ।

୩୦ ସେପ୍ଟେମ୍ବର ୨୦୨୨ରେ ଫାଇଟର ରିଲିଜ ହେବ । ସଶସ୍ତ୍ର ସେନାର ଦେଶପ୍ରେମ, ବୀରତା ଓ ତ୍ୟାଗ ଉପରେ ଏହି ଫିଲ୍ମ ଆଧାରିତ । ଅନେକ ଦେଶରେ ଏହାର ଶୁଟିଂ କରାଯିବାର ଯୋଜନା ରହିଛି ।

Leave A Reply

Your email address will not be published.