Latest Odisha News

BREAKING NEWS

୧୦୦ ବଲିଉଡ ଡ୍ୟାନ୍ସରଙ୍କ ଆକାଂଉଟରେ ଟଙ୍କା ଜମା କଲେ ହ୍ରିତିକ

ମୁମ୍ବାଇ: କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରର ଲୋକେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ଡ୍ୟାନ୍ସରଙ୍କୁ ଆର୍ଥୀକ ସହାୟତା ଯୋଗାଇଛନ୍ତି । ସେ ସେମାନଙ୍କ ଆକାଂଉଟରେ ସିଧାସଳଖ ଟଙ୍କା ଜମା କରିଛନ୍ତି । ଏହି ମେସେଜ ପାଇବା ପରେ ବ୍ରାକଗ୍ରାଉଣ୍ଡ ଡ୍ୟାନ୍ସରମାନେ ଖୁସି ହୋଇ ପଡିଥିଲେ ।

ସେମାନେ ଏଥିନେଇ ହ୍ରିତିକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୂର୍ବରୁ ମଧ୍ୟ ହ୍ରିତିକ ଗରିବ ଲୋକ ଏବଂ କଳାକାରମାନଙ୍କୁ ସାହାଯ୍ୟ କରି ଆସିଛନ୍ତି । କୋଭିଡ-୧୯ ମହାମାରୀରେ ସୋନୁ ସୁଦ, ହ୍ରିତିକଙ୍କ ପରି ଅନେକ ବଲିଉଡ ଅଭିନେତା ଖୋଲାଖୋଲି ଭାବେ ସାହାଯ୍ୟ କରୁଛନ୍ତି ।

Leave A Reply

Your email address will not be published.