ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ମିଳିଲା ନରକଙ୍କାଳ । କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ ପଡିଛି । ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ଅଧା ମାଟିରେ ପୋତା ହୋଇଛି ଓ ଅଧା ମାଟି ଉପରେ ରହିଛି । ହତ୍ୟାକାଣ୍ଡ ସନ୍ଦେହ କରିବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଚଳାଇଛି ପୋଲିସ ।
ଏପଟେ ସେ ଅଞ୍ଚଳରୁ ମାସେ ତଳୁ ଜଣେ ବ୍ୟକ୍ତି ନିଖୋଜ ଥିଲେ ବୋଲି କୁହାଯାଉଛି ।
Comments are closed.