Latest Odisha News

BREAKING NEWS

HSTDVର ହେଲା ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତର ସୁପରସୋନିକ୍ କ୍ରୁଜ ମିସାଇଲ୍ HSTDVର ସଫଳ ପରୀକ୍ଷଣ ହୋଇଛି । ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଳା ଅବଦୁଲ କଲାମ ଆଇଲାଣ୍ଡରେ ଏହାର ପରୀକ୍ଷଣ ହୋଇଛି । ହାଇପରର୍ସୋନିକ୍ ଟେକ୍ନୋଲଜି ଡେମୋନଷ୍ଟ୍ରେଟର ଭେଇକଲ୍ ଭାରତର ଏକ ଚାଳକ ବିହୀନ ସ୍କ୍ରାମଜେଟ୍ ଏୟାର କ୍ରାଫ୍ଟ ।

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ନିର୍ମିତ ଏହି ହାଇପର ସୋନିକ୍ ସ୍ପିଡ୍ ଏୟାର କ୍ରାଫ୍ଟ ଶତ୍ରୁ ପକ୍ଷର ଯେକୌଣସି କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାରେ ସଫଳ ହୋଇପାରିବ ।

Leave A Reply

Your email address will not be published.