ନୂଆଦିଲ୍ଲୀ:ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ କଶ୍ମୀର ନେଇ ସୋସିଆଲ ସାଇଟରେ ବିବାଦୀୟ ମେସେଜ ଦେଇଥିଲା । ଭାରତ ପକ୍ଷରୁ ଚାପ ପଡିବା ପରେ କମ୍ପାନୀର ଭୁଲ ନେଇ ଦକ୍ଷିଣ କୋରିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଚୁଙ୍ଗ ୟୁଇ ୟୋଙ୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଭାରତର ରାଜଦୂତ ହ୍ୟୁଣ୍ଡାଇ ମୁଖ୍ୟାଳୟକୁ ସ୍ପଷ୍ଟୀକରଣ ମଗାଇଛନ୍ତି ।
ସୂଚନାଯୋଗ୍ୟ, ଫେବୃୟାରୀ ୫ କଶ୍ମୀର ସଲିଡେରିଟି ଦିବସରେ ହୁଣ୍ଡାଇ କଶ୍ମୀରର ସ୍ୱାଧୀନତା ନେଇ ମେସେଜ ଦେଇଥିଲା । କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଥିବାରୁ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପୂର୍ବରୁ କେଏଫସି, ଡୋମିନସ, ପିଜ୍ଜା ହଟ, ଓସକା ବ୍ୟାଟେରୀ, ଆଇସିଜୁ ଡି ମାକ୍ସ, ଆଟଲାସ ହୋଣ୍ଡା ଲିମିଟେଡ କିଛି ନ ଜାଣି ମେସେଜ ଦେଇଥିଲେ । ଏହି କମ୍ପାନୀମାନେ ଏବେ କ୍ଷମା ମାଗିବା ଆରମ୍ଭ କରି ଦେଇଛନ୍ତି ।
BREAKING NEWS
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
- ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର
- Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ
- ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ;ଜାତୀୟ ଅନୁସୂଚିତ ଜାତି ଆୟୋଗର ହସ୍ତକ୍ଷେପ ଲୋଡିଲା ବିଜେଡି
- ଭୁବନେଶ୍ୱରରେ ହେବ ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ
- ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
- ଚେନ୍ନାଇକୁ ବଡ ଝଟକା, ଓହରି ପାରନ୍ତି ପେସ ବୋଲର ଏଲିସ
- ‘ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମୋର ଲଢ଼େଇ…ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲି’
- ‘ପଖାଳ ପର୍ବ’ ୨୦୨୬ ଉଦଘାଟିତ; ଓଡ଼ିଶାର ରୋଷେଇ ପରମ୍ପରାର ୨ ଦିନିଆ ଉତ୍ସବ ଆରମ୍ଭ
Comments are closed.