Latest Odisha News

BREAKING NEWS

ଓସ୍କାର ନୋମିନେଶନ ଲିଷ୍ଟରୁ ବାଦ ପଡିଲା ଭାରତର ଜୟ ଭୀମ, ମରାକ୍କର

ମୁମ୍ବାଇ: ୯୪ତମ ଓସ୍କାର ୨୦୨୨ର ନୋମିନେଶନ ମଙ୍ଗଳବାର ଘୋଷଣା ହୋଇଯାଇଛି । ଭାରତୀୟ ଚଳଚ୍ଚିତ୍ରପ୍ରେମୀ ତାଲିକା ପ୍ରକାଶ ପାଇବା ପରେ ନିରାଶ ହେବାକୁ ପଡିଛି । ସୂର୍ଯ୍ୟାଙ୍କ ଅଭିନୀତ ଜୟ ଭୀମ ଓ ମୋହନଲାଲଙ୍କ ମରାକ୍କର ଏହି ତାଲିକାରୁ ବାଦ ପଡିଛି । ଟ୍ରେସି ଏଲିସ ରସ ଓ ଲେସଲୀ ଜୋର୍ଡାନ ଲାଇଭ ଷ୍ଟ୍ରିଂମିଂରେ ଏହା ଘୋଷଣା କରିଥିଲେ । ଦି ପାୱାର ଅଫ ଦି ଡଗ, ବେଲଫାଷ୍ଟ ଓ ଦି ୱେଷ୍ଟ ସାଇଡ ଷ୍ଟୋରୀ ଭିନ୍ନ ଭିନ୍ନ କାଟାଗୋରୀରେ ସ୍ଥାନ ପାଇଛି ।

BjdElectrycity

ମାର୍ଚ୍ଚ ୨୭ରେ ଲସ ଆଞ୍ଜେଲ୍ସର ଡଲବି ଥିଏଟରରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହେବ । ପୂର୍ବରୁ ଶର୍ଟଲିଷ୍ଟ କରାଯାଇଥିବା ୨୭୬ ଫିଲ୍ମ ତାଲିକାରେ ଜୟ ଭୀମ ଓ ମରାକ୍କର ସ୍ଥାନ ପାଇଥିଲେ ।

Comments are closed, but trackbacks and pingbacks are open.