ବିଶାଖାପଟନମ୍: କୋଳରେ ମାସକର ଶିଶୁ । କରୋନା ବିରୋଧରେ ଲଢ଼େଇ ପାଇଁ ଆଗେଇ ଆସିଛନ୍ତି ମା’ । ମହାମାରୀ ଭୂତାଣୁକୁ ମାତ୍ ଦେବାକୁ ସାଜିଛନ୍ତି ଯୋଦ୍ଧା । ଆଉ ଏହି ଯୋଦ୍ଧା ହେଲେ ବିଶାଖାପଟନମ୍ର ସୃଜନ ଗୁମ୍ମାଲ୍ଲା । ସେ ଜଣେ ଆଇଏଏସ୍ ଅଧିକାରୀ । ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପଟନମ୍ ମୁନିସପାଲ କର୍ପୋରେସନର କମିଶନର ଭାବେ ସେ କାମ କରନ୍ତି ।
ତେବେ ଏହି ସଂକଟ ସମୟରେ ୬ ମାସିଆ ମାତୃତ୍ୱ ଛୁଟି ନେଇ ନାହାନ୍ତି ସୃଜନ ଗୁମ୍ମାଲ୍ଲା । କୋଳରେ ମାସକର ଶିଶୁକୁ ଧରି ଚାଲିଆସିଛନ୍ତି ଆଗକୁ । କରୋନା ବିରୋଧ ଲଢ଼ିବାକୁ ସେ ଭିଡିଛନ୍ତି ଅଂଟା । ସପ୍ତାହ ହେବ ସେ ନିଜ ଛୁଆକୁ ଧରି କାମରେ ଯୋଗ ଦେଇଛନ୍ତି । ଅଫିସରେ କାମ କରୁଥିବା ବେଳେ ଛୁଆକୁ କେଳରେ ଧରିଥିବାର ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
BREAKING NEWS
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର
- ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
- ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

Comments are closed.