Latest Odisha News

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୧୯୦୦ରେ ଗ୍ରେଟବ୍ରିଟେନ ଗେମ୍ସରେ ଶେଷ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିଲା ।

BjdElectrycity

ଆଇସିସି ମୁଖ୍ୟ ଗ୍ରେଗ ବାର୍କେଲୀଙ୍କ ମତରେ ୯୦ ପ୍ରତିଶତ କ୍ରିକେଟପ୍ରେମୀ ଏହା ସପକ୍ଷରେ ରହିଛନ୍ତି । ଏହି ଅବସରରେ ଇସିବି ବୋର୍ଡ ଚେୟାରମ୍ୟାନ ଇଆନ ୱାଟମୋର ଆଇସିସି ଅଲିମ୍ପିକ ୱାର୍କିଂ ଗ୍ରୁପର ମୂଖ୍ୟ ଭାବେ ନିୟୋଜିତ ହୋଇଛନ୍ତି । ଇନ୍ଦ ନୂରୀ, ଟାଭେଙ୍ଗାୱା ମୁକୁହାଲାନି, ମହିନ୍ଦା ଭାଲିପୁରମ, ପରାଗ ମରାଠେ ଏହି କମିଟିରେ ରହିଛନ୍ତି ।

Leave A Reply

Your email address will not be published.