କଟକ : ଜଗତପୁରରେ ଥିବା ଏକ ଧୂପକାଠି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅଗରବତୀ ଓ କଞ୍ଚାମାଲ ପୋଡି ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଏସ୍.ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । କାରଖାନାରେ ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ ତିଆରି ହେଉଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ, ସର୍ଟ ସର୍କିଟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
BREAKING NEWS
- ଭାରତରେ ପହଞ୍ଚିଲା ବିଶାଳ ଏଲ୍ପିଜି ବୋଝେଇ ଜାହାଜ, ସଫଳ ହେଲା ସରକାରଙ୍କ କୂଟନୀତି
- ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଇରାନକୁ ଧମକ: ଟ୍ରମ୍ପ ଦେଲେ ୪୮ ଘଣ୍ଟା ମହଲତ
- ଇସ୍ରାଏଲ ଉପରେ ଇରାନର ବଡ଼ କ୍ଷେପଣାସ୍ତ୍ର ମାଡ଼: ୧୦୦ରୁ ଅଧିକ ଲୋକ ଆହତ
- ରାଜ୍ୟରେ କାଳବୈଶାଖୀ ବର୍ଷା, ୧୨ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ; ୧୭ଟି ପଦକ ଜିଣିଲା ଓଡିଶା
- ଗୋଟିଏ ଦିନରେ ୯ କୋଟି ୫୮ ଲକ୍ଷ ଜରିମାନା, ୬୪ ଗାଡ଼ି ଅଟକ
- ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୬ ପାଳିତ
- ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତିଙ୍କ ଇସ୍ତଫା; କାରଣ…
- ଡେରଜାଙ୍ଗ ଡ୍ୟାମ୍ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ;ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ…
- ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ ଆରସିବି
Comments are closed.