ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଖେଳାଳି ନୈରାଶ୍ୟଜନକ ପ୍ରଦର୍ଶନ କରି ଟେଷ୍ଟ ସିରିଜରେ ୦-୨ରେ ପରାଜିତ ହୋଇଛି । ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ୧୮ ବର୍ଷ ପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ଆସନ୍ତୁ ଜାଣିବା କାଗଜ କଲମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଦର୍ଶନ।
୧.୧୮ ବର୍ଷ ପରେ ନୁ୍ୟଜିଲାଣ୍ଡ ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଭାରତକୁ କ୍ଳିନ ସୁଇପ କଲା ।
୨. ଭାରତର ଟପ୍ ୫ଜଣ ବ୍ୟାଟ୍ସମ୍ୟାନ ୪୨୯ ରନ ସଂଗ୍ରହ କରିଥିଲେ । ୨୦୦୨ ପରେ ଏହା ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ ।୩. ବିରାଟ କୋହଲି ୪ ମ୍ୟାଚରେ ୩୮ ରନ କରିଥିଲେ । ତାଙ୍କଠାରୁ ଅଧିକ ରନ ମହମ୍ମଦ ସାମି (୪୪) କରିଥିଲେ ।
୪. ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତର ୫ ଓ ଦ୍ୱିତୀୟ ଇନିଂସରେ ୭ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ ।
୫. ନ୍ୟୁଜିଲାଣ୍ଡର ଟିମ୍ ସୌଦି ସର୍ବାଧିକ ୧୪ ଉଇକେଟ ନେଇଥିଲେ । ସେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ।
୬. କାଇଲ ଜେମିସନ ଦ୍ୱିତୀୟ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେ ୫ ଉଇକେଟ ୪୯ ରନର ଇନିଂସ ଖେଳିଥିଲେ ।
BREAKING NEWS
- ୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ
- Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି
- ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ
- ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ
- ହୋଲିରେ ଅଘଟଣ, ନଦୀରେ ବୁଡି ୩ ଯୁବକ ମୃତ
- ଧିରେ ଧିରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା
- ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ
- ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶୀ ମଦ ଭାଟିରେ ଚଢାଉ
- ହୋଲି ଖେଳିବା ପରେ ଆପଣଙ୍କ ଚର୍ମ ଏବଂ କେଶର ଯତ୍ନ ନେବେ କିପରି?
- Middle East Conflict: କାତାରରେ ଆମେରିକାକୁ ବଡ଼ ଝଟକା, ୯୦ ବିଲିୟନ ମୂଲ୍ୟର ରାଡାର ସିଷ୍ଟମକୁ ମାଟିରେ ମିଶାଇଲା ଇରାନ!
Comments are closed.