Latest Odisha News

କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ପାଳନ ହୁଏ ସ୍ୱାଧୀନତା ଦିବସ । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ । ତେବେ କେଉଁ ଜିଲ୍ଲାରୁ କିଏ ପତାକା ଉତ୍ତୋଳନ କରିବେ ଆସନ୍ତୁ ଜାଣିବା ।

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖୋର୍ଦ୍ଧାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କନ୍ଧମାଳରେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ମାଲକାନଗିରିରେ ମନ୍ତ୍ରୀ ପ୍ରତାପ ଜେନା, ଅନୁଗୁଳରେ ମନ୍ତ୍ରୀ ଅଶୋକ ପଣ୍ଡା ପତାକା ଉତ୍ତୋଳନ କରିବେ ।

Leave A Reply

Your email address will not be published.