Latest Odisha News

ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ

ବିଜେଡିରେ ମିଶିଲେ ସ୍ୱାଧିନ କର୍ପୋରେଟର

ଭୁବନେଶ୍ୱର : ବିଜେଡିରେ ମିଶିଲେ ସ୍ୱାଧିନ କର୍ପୋରେଟର । ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ ବିଜେଡିରେ ମିଶିଛନ୍ତି । ବଜେଡି ସାଙ୍ଗଠନକି ସମ୍ପାଦାକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉନ୍ତଙ୍କ ଉପସ୍ଥିତିରେ ସୁଷମା ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାବି ନିଦର୍ଶନ ଦେବେ ତାହାକୁ ପାଳନ କରିବି ବୋଲି କହିଛନ୍ତି ସୁଷମା । ସେ ଆଗରୁ ଦଳରେ ଥିଲେ ଆଜି ଦଳରେ ଅଛି ବୋଲି କହି ଦଳକୁ ସମର୍ଥନ ଜଣାଇଛନ୍ତି ।ସେ ଚଳିତ ନିର୍ବାଚନରେ ବିଜେଡରୁ ଟିକେଟ ନପାଇ ସ୍ୱାଧିନ ଭାବେ ଲଢିଥିଲେ । ୪୬୭ ଖଣ୍ଡ ଭୋଟରେ ସେ ବିଜୟ ଲାଭ କରିଥିଲେ ।

Leave A Reply

Your email address will not be published.