Latest Odisha News

BREAKING NEWS

ରୁଷିଆ-ୟୁକ୍ରେନ ବିବାଦଠାରୁ ଦୂରେଇ ରହିଲା ଭାରତ

ଜେନେଭା: ରୁଷିଆ-ୟୁକ୍ରେନ ବିବାଦଠାରୁ ଭାରତ ଦୂରେଇ ରହିଛି । ମିିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଅନୁପସ୍ଥିତ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହା ଏକ ବଡ କୂଟନୈତିକ ଆହ୍ୱାନ ଥିଲା । ରୁଷକୁ ସମର୍ଥନ କରିଥିଲେ ଆମେରିକା ସମେତ ଅଧିକାଂଶ ୟୁରୋପୀୟ ଦେଶ ଭାରତ ବିରୋଧୀ ହୋଇଥାନ୍ତେ । ଅନ୍ୟ ପକ୍ଷରେ ୟୁକ୍ରେନକୁ ସପକ୍ଷରେ ମତ ଦେଇଥିଲେ ରୁଷିଆ ଅସନ୍ତୁଷ୍ଟ ହୋଇଥାନ୍ତା ।

BjdElectrycity

ଭାରତ ବ୍ୟତୀତ କେନିୟା ଏବଂ ଗୋବାନ ଏହି ପରିପ୍ରେକ୍ଷୀରେ ଭୋଟିଂ କରି ନାହାନ୍ତି । ନରୱେ, ଫ୍ରାନ୍ସ, ଆମେରିକା, ବ୍ରିଟେନ, ଆୟର୍ଲାଣ୍ଡ, ବ୍ରାଜିଲ ଏବଂ ମେକ୍ସିକୋ ପରିଷଦ ସପକ୍ଷରେ ଭୋଟ ଦେଇଛନ୍ତି ।

Comments are closed, but trackbacks and pingbacks are open.