Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ବୈଠକ; ସିନ୍ଧୂ ଜଳ ଆବଣ୍ଟନକୁ ନେଇ ଆଲୋଚନା ଜାରି

ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ସିନ୍ଧୂ ଜଳ ଆବଣ୍ଟନକୁ ନେଇ ଆଜିଠାରୁ ସ୍ଥାୟୀ ଆୟୋଗର ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ପ୍ରାୟ ଅଢେଇ ବର୍ଷର ବ୍ୟବଧାନ ପରେ ଏହି ବୈଠକ ହେବାକୁ ଯାଉଛି।

BjdElectrycity

ଦୁଇ ଦେଶ ମଧ୍ୟରେ ୧୯୬୦ ମସିହାରେ ହୋଇଥିବା ଜଳ ଚୁକ୍ତି ଅଧୀନରେ ସ୍ଥାୟୀ ସିନ୍ଧୂ ଆ‌ୟୋଗ ସ୍ଥାପନା କରାଯାଇଥିଲା। ଏହି ବୈଠକ ମାର୍ଚ୍ଚ ୨୩ ଏବଂ ୨୪ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ପାଇଁ ପାକିସ୍ତାନର ଏକ ସାତ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିଥିଲେ। ବର୍ତ୍ତମାନ ଦିଲ୍ଲୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୂର ଜଳ ଆବଣ୍ଟନ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.