ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଓଭରାଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୭ ପଦକ ହାସଲ କରିସାରିଛି । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ହାସଲ କରିଥିଲା । ମହିଳା ହକି ଏବଂ ମହିଳ ଗଲ୍ଫରେ ଭାରତ ବ୍ରୋଞ୍ଜ ପଦକ ହାସଲରୁ ଅଳ୍ପକେ ରହି ଯାଇଥିଲା । ୨୦୦୦ ସିଡନୀ ଓ ୨୦୦୪ ଏଥେନ୍ସରେ ଭାରତ ଖାଲି ହାତରେ ଆସିଥିଲା । ୨୦୦୮ ବେଜିଂ ଗେମ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ୱର୍ଣ୍ଣ ସହ ଭାରତ ୨ ପଦକ ଜିତିଥିଲା । ଏହା ପରେ ୨୦୧୨ରେ ୬ ଏବଂ ୨୦୧୬ ରିଓ ଗେମ୍ସରେ ୨ଟି ପଦକ ଜିତିଥିଲା ।
ଟୋକିଓ ଗେମ୍ସରେ ଭାରତର ପଦକ
ସ୍ୱର୍ଣ୍ଣ (୧): ନୀରଜ ଚୋପ୍ରା, ଜାଭେଲିନ୍
ରୌପ୍ୟ (୨): ଭାରୋତୋଳନରେ ମୀରାବାଇ ଚାନୁ) ଓ ରେସଲିଂରେ ରବି ଦାହିୟା ।
ବ୍ରୋଞ୍ଜ(୪): ପିଭି ସିନ୍ଧୁ (ବ୍ୟାଡମିଂଟନ), ଲଭଲିନା ବୋରଗୋହେନ (ମହିଳା ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ ପୁରୁଷ ହକି ଦଳ ।
BREAKING NEWS
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
Comments are closed.