ଚେନ୍ନାଇ: ୮୯ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଭାରତ ୩୧୭ ରନରେ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଜିତି ନେଇଛି । ଏହି ମ୍ୟାଚର ଅନ୍ୟ ରେକର୍ଡ ନିମ୍ନରେ ଦିଆଗଲା ।
୧. ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ୫ ଉଇକେଟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭି.କୁମାର,ଦିଲ୍ଲୀପ ଦୋଷୀ, ନରେନ୍ଦ୍ର ହିରୱାନୀ (୨ଥର), ଅମିତ ମିଶ୍ର, ଆର.ଅଶ୍ୱିନୀ, ଅକ୍ଷର ପଟେଲ ।
୨. ପ୍ରଥମ ଟେଷ୍ଟ ୨୦୦ରନ ବ୍ୟବଧାନରେ ହାରିବା ପରେ ଭାରତ ୨ ଥର ଏହାର ପରବର୍ତୀ ମ୍ୟାଚରେ ୨୦୦ରୁ ଅଧିକ ରନ ବ୍ୟବଧାନରେ ବିଜୟ ହାସଲ କରିଛି । ୧୯୯୬ରେ ଦକ୍ଷିଣ ଆଫ୍ରିକା ଏବଂ ଚଳିତ ଇଂଲଣ୍ଡ ସିରିଜରେ ଭାରତ ଏହି ବିଜୟ ହାସଲ କରିଛି ।
୩.ଏସିଆର ଇଂଲଣ୍ଡ ଟିମର ଏହା ସବୁଠାରୁ ବଡ ପରାଜୟ ।
୪.ଜୋ ରୁଟଙ୍କ ଅଧିନାୟକତ୍ୱାର ଭାରତରେ ଇଂଲଣ୍ଡର ପ୍ରଥମ ପରାଜୟ ।
୫.ବିରାଟ କୋହଲିଙ୍କ ନେତୃତ୍ୱରେ କ୍ରମାଗତ ୪ ଟେଷ୍ଟ ହାରିବା ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି ।
୬. ଏସିଆରେ କ୍ରମାଗତ ୬ ଟେଷ୍ଟ ଜିତିବା ପରେ ଇଂଲଣ୍ଡର ପ୍ରଥମ ପରାଜୟ ।
୭. ରନ ବ୍ୟବଧାନରେ ଭାରତର ଏହା ଓଭରାଲ ଷଷ୍ଠ ବୃହତ ବିଜୟ । ୫ଥର କୋହଲିଙ୍କ ନେତୃତ୍ୱରେ ଭାରତ ଏହି ସଫଳତା ହାସଲ କରିଛି ।
BREAKING NEWS
- ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
Comments are closed.