Latest Odisha News

BREAKING NEWS

ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଲକ୍ଷ୍ୟରେ ଭାରତ

ବର୍ମିଂହାମ୍ : ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ମୁକାବିଲା କଡ୍ଡା ହେବ । ବର୍ମିଂହାମ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ପରାସ୍ତ ହେବାପରେ ସେମିଫାଇନାଲ୍ ରେସ୍ ଆହୁରି ରୋମାଞ୍ଚକର ହୋଇପାରେ । ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ।

ଅପରପକ୍ଷରେ ୭ ପଏଣ୍ଟ୍ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିବା ବାଙ୍ଗଲାଦେଶ ମଧ୍ୟ ସେମିଫାଇନାଲ୍ ରେସରେ ରହିବା ପାଇଁ ଭାରତକୁ କଡ୍ଡା ଟକ୍କର ଦେବାକୁ ଚେଷ୍ଟା କରିବ।

Leave A Reply

Your email address will not be published.