ପୁଣେ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ଏଠାରେ ଖେଳାଯିବ । ଉଭୟ ଟିମ୍ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିବାରୁ ନିର୍ଣ୍ଣାୟକ ମୁକାବିଲା ଯିଏ ଜିତିବ ସେ ସିରିଜ ହାତେଇବ । ଅନ୍ୟ ଅର୍ଥରେ ଉଭୟ ଟିମ୍ ବିଜୟ ହିଁ ଏକମାତ୍ର ବିକଳ୍ପ ରହିଛି । କୂଲଦୀପ ଯାଦବ ଓ କୃଣାଳ ପାଣ୍ଡ୍ୟାଙ୍କ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଅଧିନାୟକ ବିରାଟ କୋହଲିଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଭୁବନେଶ୍ୱର କୁମାରଙ୍କ ସହିତ ଟି.ନଟରାଜନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ପାଇଁ ଟିମ୍ ମ୍ୟାନେଜମେଂଟ ଚାହୁଁଛି । ତୃତୀୟ ଦିନିକିଆରେ ଭାରତ ଏହି ଏକାଦଶ ନେଇ ପଡିଆକୁ ଓହ୍ଲାଇପାରେ ।
ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କେଏଲ ରାହୁଲ, ୟୁଜଭେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଟି.ନଟରାଜନ, ଭୁବନେଶ୍ୱର କୁମାର, ପ୍ରସିଦ୍ଧି କ୍ରିଷ୍ଣା ।
BREAKING NEWS
- Maoists Surrender: ଆତ୍ମସମର୍ପଣ କଲେ ୧୫ ଜଣ ହାର୍ଡକୋର ମାଓବାଦୀ
- Weather Forecast: ରାଜ୍ୟରେ ମାର୍ଚ୍ଚରୁ ମେ’ ଭିତରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ…
- Holi 2026: ହୋଲିରେ ଜଗିବେ ୧୭ ପ୍ଳାଟୁନ୍ ଫୋର୍ସ;ଅସାମାଜିକ ଯୁବକଙ୍କ ଉପରେ ନଜର…
- Youtuber Murder Case: ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା; ୩ ଅଭିଯୁକ୍ତ ଗିରଫ
- ସାରଣ୍ଡା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର
- Pravat Ranjan Biswal Explodes in Press Meet: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ, କହିଲେ, ‘୨ ଜଣଙ୍କ ପାଇଁ ପିନ୍ଧୁଛି ଖଇରିଆ ସାର୍ଟ…’
- Khamenei Killing a Terrorist Act: ଖାମେନେଇଙ୍କ ମୃତ୍ୟୁ ନେଇ କ୍ରୋଧିତ ଭାରତୀୟ ସିଆ ଧର୍ମଗୁରୁ, ଆମେରିକାର ଆକ୍ରମଣକୁ କହିଲେ ଆତଙ୍କବାଦୀ ଆକ୍ରମଣ
- Mojtaba To Succeed Khamenei: ଇରାନର ଶାସନ ଭାର ସମ୍ଭାଳିବେ ଖାମେନେଇଙ୍କ ପୁଅ!
- Iran Israel US War: ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ଇରାନ, ୨୭ଟି ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼
- Arijit Singh First Independent Song: ପ୍ଲେବ୍ୟାକ୍ ଛାଡି ଏକ ନୂଆ ଯାତ୍ରାରେ ଅରିଜିତ ସିଂହ, ପ୍ରଶଂସକକୁ ଦେଲେ ବଡ଼ ସରପ୍ରାଇଜ୍
Comments are closed.