ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବେ । ସୋମବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମୁକାବିଲା ହେବ । ଏହାର ପ୍ରସାର ଦାୟିତ୍ୱ ନେଇଥିବା ସୋନୀ ପକ୍ଷରୁ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଜୁଲାଇ ୧୩, ୧୬ ଓ ୧୮ରେ ଏବଂ ୨୧, ୨୩ ଓ ୨୫ ଜୁଲାଇରେ ଟି୨୦ ମ୍ୟାଚ ହେବ ।ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ସିନିୟର ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଯାଇଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ସୀମିତ ଓଭର ମୁକାବିଲା ଖେଳିବ । ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରେୟାସ ଆୟରଙ୍କ ମଧ୍ୟ ଅଧିନାୟକ ଭାର କିଏ ସମ୍ଭାଳିବ ତାହା ଚୂଡାନ୍ତ ହୋଇ ନାହିଁ । ଏହି ଗସ୍ତରେ ଉଦୀୟମାନ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ।
BREAKING NEWS
- ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!
- ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ବନ୍ଦ କଠୋରୀରେ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ
- ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା
- ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର
- ଶାହି ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ବିରୋଧ, ପୋଲିସର ଲାଠି ଚାର୍ଜ
- କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…
- ଅସ୍ତ୍ରଶସ୍ତ୍ରର ଥାଏ କି ବ୍ୟବହାରିକ ସମୟ ସମାପ୍ତି ? କ’ଣ କହୁଛି ବିଜ୍ଞାନ…
- ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସହ ବହୁ ପୁରୁଣା ଫଟୋ ସେୟାର କଲେ ହ୍ରିତିକ
- ‘ଜଏଣ୍ଟ ଥେରାପି’ କ’ଣ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
- ମନୁଷ୍ୟର ମସ୍ତିଷ୍କ ବୟସକୁ ହ୍ରାସ କରାଯାଇପାରିବ କି?
Comments are closed.