କଟକ: ଟିମ୍ ଇଣ୍ଡିଆ ଲାଗି ପୁଣିଥରେ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ୍ ଲକି ସାବ୍ୟସ୍ତ ହୋଇଛି । ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରି ଦିନିକିଆ ଶୃଙ୍ଖଳାକୁ ୨-୧ରେ ହାତେଇ ନେଇଛି ।
Ravindra Jadeja ends on 39* as India win by four wickets! ?
India take the series 2-1 in a dramatic finish ? #INDvWI pic.twitter.com/3HYcIvbZDV
— ICC (@ICC) December 22, 2019
ୱେଷ୍ଟଇଣ୍ଡିଜ ଦଳର ଲଢୁଆ ୩୧୫ ରନ ସ୍କୋରକୁ ଜବାବ ଦେଇ ବିରାଟଙ୍କ ଭାରତୀୟ ଦଳ ୪୮.୪ ଓଭରରେ ୬ ୱିକେଟ ହରାଇ ୩୧୬ ରନ କରିପାରିଛି ।
ଭାରତୀୟ କପ୍ତାନ ବିରାଟ କୋହଲୀ ଏକ ଅଧିନାୟକ ଇନିଂସ ଖେଳି ୮୫ ରନ ହାସଲ କରିଛନ୍ତି ।
CHAMPIONS ??#INDvWI #TeamIndia @paytm pic.twitter.com/HqR5lvT2Ng
— BCCI (@BCCI) December 22, 2019
କେ ଏଲ ରାହୁଲ୍ ୭୭, ରବୀନ୍ଦ୍ର ଜାଡ଼େଜା ୩୯ ଏବଂ ରୋହିତ ଶର୍ମା ୬୩ ରନ ସ୍କୋର କରିପାରିଛନ୍ତି ।
Comments are closed.