Latest Odisha News

BREAKING NEWS

ବାରବାଟୀ ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ; ୨-୧ ରେ ଶୃଙ୍ଖଳା ହାସଲ

କଟକ: ଟିମ୍ ଇଣ୍ଡିଆ ଲାଗି ପୁଣିଥରେ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ୍ ଲକି ସାବ୍ୟସ୍ତ ହୋଇଛି । ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରି ଦିନିକିଆ ଶୃଙ୍ଖଳାକୁ ୨-୧ରେ ହାତେଇ ନେଇଛି ।

ୱେଷ୍ଟଇଣ୍ଡିଜ ଦଳର ଲଢୁଆ ୩୧୫ ରନ ସ୍କୋରକୁ ଜବାବ ଦେଇ ବିରାଟଙ୍କ ଭାରତୀୟ ଦଳ ୪୮.୪ ଓଭରରେ ୬ ୱିକେଟ ହରାଇ ୩୧୬ ରନ କରିପାରିଛି ।

ଭାରତୀୟ କପ୍ତାନ ବିରାଟ କୋହଲୀ ଏକ ଅଧିନାୟକ ଇନିଂସ ଖେଳି ୮୫ ରନ ହାସଲ କରିଛନ୍ତି ।

କେ ଏଲ ରାହୁଲ୍ ୭୭, ରବୀନ୍ଦ୍ର ଜାଡ଼େଜା ୩୯ ଏବଂ ରୋହିତ ଶର୍ମା ୬୩ ରନ ସ୍କୋର କରିପାରିଛନ୍ତି ।

Leave A Reply

Your email address will not be published.