ଭୁବନେଶ୍ୱର: ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା କାଶ୍ମୀର ଗୁରେଜର ବାରାମ ଅଞ୍ଚଳରେ ଘଟିଛି । ହେଲିକେପ୍ଟରଟି ଉଡାଣ ଭରିବା ପରେ ତୁଷାରପାତର ସମ୍ମୁଖୀନ୍ନ ହୋଇଥିଲା । ହେଲିକେପ୍ଟରରେ ଥିବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚୁଛନ୍ତି । ସୂଚନା ଅନୁସାରେ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି ।
BREAKING NEWS
- ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ
- ସରିଲା ଶୀତକାଳୀନ ହାତୀ ଗଣନା, ସନ୍ଧ୍ୟାରେ ଆସିବ ରିପୋର୍ଟ
- ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନ; କିଭଳି ଚାଲିବ ଗୃହ ତା’ଉପରେ ନଜର
- ଆସୁଛି ବାତ୍ୟା ‘ପେଙ୍ଗାଲ’; ଆଜି ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ ଗଭୀର ଅବପାତ
- ରାଜ୍ୟରେ ଶୀତର ଲହରି; ୩ ଦିନ ପରେ ବଢିବ ତାପମାତ୍ରା
- କ’ଣ ଆପଣ ମଧ୍ୟ ଘରେ ଲଗେଇଛନ୍ତି କି ଏହି ୫ ଫଟୋ? ଭୋଗି ପାରନ୍ତି ଏହି ବଡ ଅସୁବିଧା..
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
Comments are closed.