Latest Odisha News

ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା ଖଟି,ଓ ଭିଡ ସ୍ଥାନକୁ ଟାର୍ଗେଟ କରୁଛନ୍ତି ମେୟର ପ୍ରାର୍ଥୀନୀ ।

BjdElectrycity

ସକାଳୁ ସକାଳୁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ଓ ପରିବା ହାଟ ବୁଲି ପ୍ରଚାର କରିଛନ୍ତି ସୁଲୋଚନା ଦାସ । ନିଜ ନିଜ ସମର୍ଥକ ମାନଙ୍କଗ ସହ ମିଶି କ୍ୟାମ୍ପେନ କରିଛନ୍ତି ସୁଲୋଚନା ଦାସ । ସୁଲୋଚନାଙ୍କ ସହ ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ । ମାର୍କେଟ ବୁଲି ବୁଲି ସମସ୍ତଙ୍କୁ ଭୋଟ ଭିକ୍ଷା କରିଛନ୍ତି ସୁଲୋଚନା ଦାସ ।

Comments are closed, but trackbacks and pingbacks are open.