Latest Odisha News

BREAKING NEWS

ମାଲେସିଆ ଓପନ ବ୍ୟାଡମିଂଟନରେ ଅଂଶଗ୍ରହଣ କରିପାରିବ ନାହିଁ ଭାରତୀୟ ଟିମ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଂଟନ ଖେଳାଳିଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । କୋଭିଡ୧୯ କଟକଣା ଯୋଗୁ ଏବେ ଭାରତୀୟ ବିମାନ ଉପରେ ମାଲେସିଆ ପ୍ରତିବନ୍ଧ ଲଗାଇଛି । ଯାହା ଫଳରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିପାରିବ ନାହିଁ ।

ଅଲିମ୍ପିକ କ୍ୱାଲିଫିକେଶନ ପାଇଁ ପଂଏଟ ଅର୍ଜିତ କରିବା ପାଇଁ ଏହା ଶେଷ ଟୁର୍ଣ୍ଣାମେଂଟ । ମାଲେସିଆ ଭାରତୀୟ ଯାତ୍ରା ଉପରେ ଏପ୍ରିଲ ୨୮ ପର୍ଯ୍ୟନ୍ତ କଟକଣା ଲଗାଇଛି ।

Leave A Reply

Your email address will not be published.