Latest Odisha News

BREAKING NEWS

କରୋନା ଯୋଗୁ ମାଆ ଓ ଭଉଣୀଙ୍କୁ ହରାଇଲେ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ଉପରେ ଦୁଃଖର ପାହାଡ ଖସି ପଡିଛି । କରୋନା ମହମାରୀରେ ଅଳ୍ପ ଦି ମଧ୍ୟରେ ସେ ତାଙ୍କ ମାଆ ଚେଲୁବମ୍ବା ଦେବୀ ଓ ଭଉଣୀ ବତ୍ସଲାଙ୍କୁ ହରାଇ ସାରିଛନ୍ତ । ବେଦା ଲେଖିଛନ୍ତି ମୋ ଟେଷ୍ଟ ନେଗେଟିଭ ଅଛି । ଏହି ଦୁଃଖଭରା ପରିସ୍ଥିତି ଆପଣମାନଙ୍କ ସହଯୋଗୁ ଯୋଗୁ ମୁଁ ନିଜକୁ ସମ୍ଭାଳି ପାରିଛି ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଟୁଇଟ କରିଛନ୍ତି ।

ଜାତୀୟ ଦଳ ପକ୍ଷରୁ ସେ ୪୮ ଦିନିକିଆ ଓ ୭୬ ଟି୨୦ ମ୍ୟାଚ ଖେଳି ସାରିଛନ୍ତି । ଗତ ବର୍ଷ ଟି୨୦ ବିଶ୍ୱକପରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.