ଭୁବନେଶ୍ୱର: ଭାରତରେ ଏବେ ପ୍ରଶାନ୍ତ ଭେଙ୍ଗୁରେଲକର ନାମକ ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଚର୍ଚ୍ଚା ପଛରେ କାରଣ ସାଜିଛନ୍ତି କିଛି ମୁର୍ଖ ପାକିସ୍ତାନୀ ଓ ଖଲିସ୍ତାନ ସମର୍ଥକ । ଫ୍ରାଙ୍କଫର୍ଟ, ଜର୍ମାନୀରେ ପାକିସ୍ତାନୀଙ୍କୁ ନିଜ ଜବାବ ଜରିଆରେ ମଜା ଚଖେଇଛନ୍ତି ପ୍ରଶାନ୍ତ । ଜର୍ମାନୀରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଲୋଗାନ ଶୁଣି ପାକିସ୍ତାନୀଙ୍କୁ ପ୍ରଶାନ୍ତ କିଛି ଏମିତି କହିଥିଲେ, ଯାହାକୁ ଶୁଣି ସେମାନେ ରକ୍ତ ଚାଉଳ ଚୋବାଇବା ସହ ମାରିବାକୁ ବି ଉଦ୍ୟତ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି ।
BREAKING NEWS
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
Comments are closed.