ନୂଆଦିଲ୍ଲୀ: ସୋମବାର ଗାୟକ ଅଭିଜିତ ସାୱନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧ ବିଜେତା ଅଭିଜିତ୍ ସାୱନ୍ତଙ୍କ ସମାନ ବିଷୟରେ ନିଜେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଏହାସହିତ ଅନୁଗାମୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ମାସ୍କ ପିନ୍ଧିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ସେ ଟୁଇଟ୍ କରି କହିଛନ୍ତି ଯେ “ମୁଁ କୋଭିଡ୍ ପରୀକ୍ଷା କରିଛି ଏବଂ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ ଏବଂ ମାସ୍କ ପିନ୍ଧିବାକୁ ଅଣଦେଖା କରନ୍ତୁ ନାହିଁ।
Comments are closed.