Latest Odisha News

BREAKING NEWS

ଯାଜପୁରରେ ସ୍ଥିତି ଅନୁଧ୍ୟାନ କଲେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି

ଯାଜପୁର: ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି । ସେ ଆଜି ଯାଜପୁରରେ ପହଂଚି ପ୍ରଥମେ କୋରୋନାର ହଟସ୍ପଟ ପାଲଟିଥିବା ଦଶରଥପୁର ବ୍ଳକର କଟିକଟା ପଞ୍ଚାୟତକୁ ଯାଇଥିଲେ । ସେଠାରେ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ କ୍ୱାରେଂଟିନ କେନ୍ଦ୍ରକୁ ମଧ୍ୟ ଯାଇଥିଲେ କ୍ଷ
ସେଠାରୁ ଫେରିବା ପରେ ଯାଜପୁର ଥାନା ପରିଦର୍ଶନ କରିଥିଲେ । ଥାନାରେ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ଥାନା ପରିସରରେ ଥିବା ବାରାକକୁ ମଧ୍ୟ ବୁଲି ଦେଖିଥିଲେ । ଗୁଇନ୍ଦା ମହାନିର୍ଦ୍ଦେଶକଙ୍କ ସହ ଯାଜପୁର ଏସପି ଚରଣ ସିଂ ମିନା ମଧ୍ୟ ଥିଲେ ।

Comments are closed.