Latest Odisha News

BREAKING NEWS

୩ ମାସରେ ୱାଲ୍ଟ ଡିଜନୀ କମ୍ପାନୀ ୧୦ ହଜାର କୋଟି କ୍ଷତି ସହିଲାଣି

ଶାଂଘାଇ: ୱାଲ୍ଟ ଡିଜନୀ କମ୍ପାନୀକୁ ଏହି ୩ ମାସ ମଧ୍ୟରେ ୧.୪ ବିଲିୟଦ ଡଲାର (୧୦, ୬୧୧କୋଟି) କ୍ଷତି ସହିଲାଣି । କରୋନା ଭାଇରସ ଯୋଗୁ କମ୍ପାନୀ କ୍ଷତି ସହୁଛି । ଶାଂଘାଇ, ଟୋକିଓ, ଆମେରିକା ଓ ଫ୍ରାନ୍ସରେ କମ୍ପାନୀର ପାର୍କଗୁଡିକ ବନ୍ଦ ରହିଛି । ମେ ୧୧ରୁ କମ୍ପାନୀ ଶାଂଘାଇରେ ପାର୍କ ଖୋଲିବା ପାଇଁ ଯୋଜନା ଆରମ୍ଭ କରିଛି ।

BjdElectrycity

ଲୋକଙ୍କ ଗହଳି ନିୟନ୍ତ୍ରଣ ପାଇଁ ଆଡଭାନ୍ସ ବୁକିଂ ଅନଲାଇନାରେ କରାଯିବ ବୋଲି କମ୍ପାନୀର ଚିଫ ଏକଜିକ୍ୟୁଟିଭ ବବ ଚାପେକ କହିଛନ୍ତି । ମାସ୍କ, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜେରର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.