Latest Odisha News

BREAKING NEWS

ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ଭୂତାଣୁ ସହ ମୁକାବିଲା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ଆସନ୍ତା ୩୧ ଯାଏଁ ବନ୍ଦ କରାଯାଇଛି ।

କରୋନାଭାଇରସର ଭୟାବହତାକୁ ଦେଖି ସପ୍ତାହବ୍ୟାପୀ ଘରୋଇ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ଲାଗି ରାଜ୍ୟର କେତେକାଂଶ ସ୍ଥାନରେ ଲକଡାଉନ ଘୋଷଣା କରିଛନ୍ତି ।

Leave A Reply

Your email address will not be published.