ଆଇପିଏଲ ମହାସମର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଚେନ୍ନାଇ

Mahendra Singh Dhoni captain of Chennai Super Kings and Shreyas Iyer captain of Delhi Capitals during match 50 of the Vivo Indian Premier League Season 12, 2019 between the Chennai Superkings and the Delhi Capitals held at the M. A. Chidambaram Stadium in Chennai, Tamil Nadu on the 1st May 2019 Photo by: Prashant Bhoot /SPORTZPICS for BCCI

ଦୁବାଇ: ଆଇପିଏଲର ଆଜି ଖେଳାଯାଉଥିବା ସପ୍ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି । ତେବେ ଟସ୍ ଜିତି ଚେନ୍ନାଇ ସୁପକିଙ୍ଗସ୍ ଅଧିନାୟକ ଧୋନି ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଥର ଚେନ୍ନାଇ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ ପରାସ୍ତ ହୋଇଛି । ସେହିପରି ଦିଲ୍ଲୀ ଗୋଟିଏ ମ୍ୟାଚ ଖେଳିଛି ଯେଉଁଥିରେ ବିଜୟ ଲାଭ କରିଛି ।