Latest Odisha News

BREAKING NEWS

Browsing Tag

CSK

ଅଷ୍ଟ୍ରେଲିଆ ଲିଗରେ ଖେଳିବେ IPLର ଏହି ୨ ଷ୍ଟାର ଖେଳାଳି

ବ୍ରିସବେନ୍: ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ…

ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟ୍‌କା

ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଦୋହଲାଇ ଦେଇଛି ।…

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍…

ସିଏସ୍‌କେର ବିଜୟ ପାଇଁ ହାତଯୋଡି ପ୍ରାର୍ଥନା କରୁଛନ୍ତି ଧୋନୀଙ୍କ ଝିଅ ଜିଭା

ନୂଆଦିଲ୍ଲୀ: ଖେଳର ବାପା ଧୋନୀଙ୍କ ଟିମ୍‌ର ବିଜୟ ପାଇଁ ଝିଅ ଜିଭାଙ୍କ ହାତଯୋଡି ପ୍ରାର୍ଥନା କରୁଛନ୍ତି। ଏହା ଗତକାଲି ସିଏସ୍‌କେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଦୃଶ୍ୟ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ…

IPL: ଶେଷ ଓଭରରେ ୩୭ ରନ୍ କରି ଜାଡେଜାଙ୍କ ରେକର୍ଡ

ମୁମ୍ବାଇ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ । ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସରେ ଜାଡେଜା ଶେଷ ଓଭରରେ ୩୭ ରନ୍ କରି ରେକର୍ଡ କରିଛନ୍ତି । ବାମହାତୀ ଜାଡେଜା ୨୮ ବଲ୍ ଖେଳି ଅପରାଜିତ ୬୨ ରନ୍ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ…

ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ କ’ଣ କହିଲେ ଧୋନି ?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ଦୀପକ ଚହର । ଯାହାକୁ ନେଇ ସିଏକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି- ଡେଥ୍ ଓଭର ବୋଲର ଭାବେ ଦୀପକ ଚହର…

ଅସନ୍ତୁଷ୍ଟ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ, ବାଦ୍ ପଡିବେ ପ୍ରମୁଖ ଖେଳାଳି !

ତାମିଲନାଡୁ: ଦିନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ସବୁଠୁ ଭରଷାଯୋଗ୍ୟ ଦଳ ଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ହେଲେ ଏବେ ସତେ ଯେପରି ସେ ଦିନ ଅତୀତ ହୋଇଯାଇଛି । ଚଳିତବର୍ଷ ଆଇପିଏଲ୍‌ରେ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଫ୍ଲେମିଂ ସ୍ୱିକାର କରିବା ପରେ ଦଳର ମ୍ୟାନେଜମେଣ୍ଟ…

ଧିକ ! ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ । କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ…

ଆଇପିଏଲ ମହାସମର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଚେନ୍ନାଇ

ଦୁବାଇ: ଆଇପିଏଲର ଆଜି ଖେଳାଯାଉଥିବା ସପ୍ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି । ତେବେ ଟସ୍ ଜିତି ଚେନ୍ନାଇ ସୁପକିଙ୍ଗସ୍ ଅଧିନାୟକ ଧୋନି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର ଚେନ୍ନାଇ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ…