Latest Odisha News

ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ୍, ଜୁନ ୧ରେ ଫାଇନାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମେ ୧୬ ତାରିଖ ସୁଦ୍ଧା ପୁଣି ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍ ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ତେବେ ଫାଇନାଲ୍ ମେ ୩୦ କିମ୍ବା ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବାର ଆଶା କରାଯାଉଛି। ସୂତ୍ର ଅନୁଯାୟୀ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ବିଭିନ୍ନ ସ୍ଥାନରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ସହିତ ଆରମ୍ଭ ହେବ। ସେହିପରି ଏକାନା ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି। ଏଲଏସଜି ଦଳ ମେ ୧୩ ତାରିଖ ସୁଦ୍ଧା ଏକାଠି ହେବାକୁ ଯାଉଥିବା ନେଇ କୁହାଯାଇଛି।

Comments are closed.