ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳ । ଏସ୍ ଦେବଦତ୍ତ ସିଂହ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏସ୍ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ମିଳିଛି । ଜଗତସିଂହପୁର ଏସପି ହୋଇଛନ୍ତି ଅଖିଳେଶ୍ବର ସିଂ । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ବ ମିଳିଛି । ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଏସ୍ପି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଦାୟିତ୍ବ ମିଳିଥିବା ବେଳେ, କେ.ଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି । ସେହିପରି ମାଲକାନଗିରି ଏସ୍ପି ଭାବେ ପି.ଏସ ମୀନାଙ୍କୁ ନିଯୁକ୍ତି ମିଳିଛି ।
BREAKING NEWS
- ପାକିସ୍ତାନ ବିଦା: ଫରହାନଙ୍କ ଶତକ ବ୍ୟର୍ଥ, ନାକେଦମ କଲା ଶ୍ରୀଲଙ୍କା
- Vikash Manthan 1.0:୨୦ ମାସରେ ଅଭିବୃଦ୍ଧି ହାର ୭.୯%, ୨୦ ଲକ୍ଷ କୋଟିର ପୁଞ୍ଜି ଆକର୍ଷଣ କରାଯାଇଛି: ମୁଖ୍ୟମନ୍ତ୍ରୀ
- ଦୁର୍ବଳ ସୁରକ୍ଷା ବ୍ୟବସ୍ଥା: ଦେଢ଼ ବର୍ଷରେ ଶ୍ରୀମନ୍ଦିର ଭିତରୁ ୭୦୦ ମୋବାଇଲ ଜବତ, ଡ୍ରୋନ୍ ଉଡ଼ାଇ ଧରାପଡ଼ିଛନ୍ତି ଏତିକି…
- Tragedy in Kakinada: ବାଣ କାରଖାନାରେ ବଡ଼ ବିସ୍ଫୋରଣ; ୨୧ ମୃତ
- ୩୪ ବର୍ଷ ପରେ ସୈଫଙ୍କୁ ନେଇ ବଡ ଖୁଲାସା କଲେ ବେଖୁଦୀର ନିର୍ଦ୍ଦେଶକ
- ଥାଇଲାଣ୍ଡରେ ଫସି ରହିଥିବା ଅନ୍ୟ ୨ ଓଡ଼ିଆ ଯୁବକ ଫେରିଲେ; ସରକାରଙ୍କୁ ଜଣାଇଲେ ଧନ୍ୟବାଦ
- Ragging Allegation: ହଷ୍ଟେଲରେ ୭ମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ କଲେ ୯ମ ଶ୍ରେଣୀର ଛାତ୍ର
- Parvata Biswal: ବିଜେଡଜିରୁ ବିଦା ହେଲେ ପ୍ରଭାତ ବିଶ୍ଵାଳ
- ହୋଲି ପାଇଁ ପୂର୍ବତଟ ରେଳବାଇର ପ୍ରସ୍ତୁତି; ଅତିରିକ୍ତ ଭିଡ଼ ଦୂର କରିବାକୁ ଚାଲିବ ୧୩୨ଟି ସ୍ପେଶାଲ୍ ଟ୍ରେନ୍
- ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ
Comments are closed.