Latest Odisha News

BREAKING NEWS

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ !

ତେହେରାନ୍‌: ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତ ପରେ ଦ୍ୱିତୀୟ ଦେଶ ଭାବେ ଇରାନ ଏହି ସାହାସ କରିଛି । ୩ ବର୍ଷ ପୂର୍ବେ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ-ଅଲ-ଅଦଲ ଇରାନ ୨ଜଣ ବର୍ଡର ଗାର୍ଡସଙ୍କୁୂ ଅପହରଣ କରିଥିଲା ।

ଇରାନର ରିଭୋଲ୍ୟୁଶନାରୀ ଗାର୍ଡ ଫେବୃୟାରୀ ୨ରାତିରେ ପାକିସ୍ତାନ ସୀମାରେ ପ୍ରବେଶ କରି ନିଜ ସାଥୀଙ୍କୁ ଛଡାଇ ଆଣିଛନ୍ତି । ଇରାନ ଏହି ଅପରେଶନ ସଫଳ ଭାବେ ବିବେଚନା କରିଛି । ପୂର୍ବରୁ ଉପରୋକ୍ତ ଆତଙ୍କବାଦୀ ସଂଗଠନ ଇରାନ ବର୍ଡରରେ ଅନେକଗୁଡିଏ କାଣ୍ଡ କରିଥିଲା । ସେଥିନେଇ ଇରାନ ରାଗି କରି ଥିଲା ।

Leave A Reply

Your email address will not be published.