Latest Odisha News

BREAKING NEWS

ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ବାବିଲ ଖାନ୍‌

ନୂଆଦିଲ୍ଲୀ: ଝିଅଙ୍କ ପରି ମେକ୍‌ ଅପ୍‌ ନେଇ ଟ୍ରୋଲ୍‌ ହେଲେ ଇରଫାନ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌। ଫେସ୍ ମାସ୍କ ସହିତ ସେଲଫି ପୋଷ୍ଟ କରିବା ପରେ ତାଙ୍କୁ ‘ଝିଅ’ ବୋଲି କହି ଟ୍ରୋଲ କରାଯାଇଛି। ୨୪ ବର୍ଷୀୟ ବାବିଲ୍‌ ଦୃଢ ଭାବରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ, କହିଛନ୍ତି ଯେ ସେ ମେକଅପ୍ ଏବଂ ସ୍କିନ୍ କେୟାରକୁ ପସନ୍ଦ କରନ୍ତି। ମୁଁ ବାହାରକୁ ଯିବା ପୂର୍ବରୁ ଫେସ୍ ମାସ୍କ କିମ୍ବା ମେକ୍ ଇନ୍ ପ୍ରୟୋଗ କରେ? ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ତୁମେ ତୁମର ନାରୀ ସ୍ତରକୁ ଅନୁଭବ ନକରିବ  ସେପର୍ଯ୍ୟନ୍ତ ତୁମେ ଜଣେ ପୁରୁଷ ନୁହଁ।

ଏହା ସେବେଠୁ ଆରମ୍ଭ ହେଲା ଯେତେବେଳେ ବାବିଲ୍, ସୋସିଆଲ୍ ମିଡିଆରେ ଭାଲେଣ୍ଟାଇନ୍ସ ଡେ’ରେ ଫେସ୍ ମାସ୍କ ସହିତ ଏକ ସେଲଫି ପୋଷ୍ଟ କରିଥିଲେ।

Comments are closed.