Latest Odisha News

BREAKING NEWS

ଅର୍ଜୁନ ଆୱାର୍ଡ ତାଲିକାରେ ଇଶାନ୍ତଙ୍କ ସମେତ ୨୯ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି।

୩୧ ବର୍ଷୀୟ ଇଶାନ୍ତ ଶର୍ମା ଭାରତ ପାଇଁ ୯୭ଟି ଟେଷ୍ଟ, ୮୦ ଦିନିକିଆ ଏବଂ ୪୦୦ଟି ଇଣ୍ଟରନ୍ୟାସନାଲ୍ ୱିକେଟ୍ ନେଇଛନ୍ତି।

ଅର୍ଜୁନ ଆୱାର୍ଡ ପାଇଁ ଏହି ମାନଙ୍କ ନାମ ରହିଛି- ଅତନୁ ଦାସ, ଦିପିକା ଠାକୁର, ଦୀପକ ହୁଡା, ଦିଭିଜ୍ ସରନ, ମିରାବାଇ ଚାନୁ, ସାକ୍ଷୀ ମଲ୍ଲିକ୍‌, ଦୂତି ଚାନ୍ଦ ପ୍ରମୁଖଙ୍କ ନାମ ସୁପାରିଶ କରାଯାଇଛି।

ଅଧିକ ପଢନ୍ତୁ- ଖେଳରତ୍ନ ପାଇବେ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି

ଏହା ବ୍ୟତିତ ସନ୍ଦୀପ, ମନିଷ ବ ସୂଯ୍ୟାଂଶଙ୍କୁ ପାରା ଅର୍ଜୁନ ଆୱାର୍ଡ ପାଇଁ ଚୟନ କରାଯାଇଛି ।

 

Comments are closed.