Latest Odisha News

BREAKING NEWS

ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ବୋମା ମାଡ

ତେହେରାନ: ଇରାନର ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ପୁନର୍ବାର ବ୍ୟାଘାତ ସୃଷ୍ଟି କରିଛି ଇସ୍ରାଏଲ । ରିପୋର୍ଟ ମୁତାବକ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦ ପରମାଣୁ ଇରାନର ମୂଖ୍ୟ ପରମାଣୁ କେନ୍ଦ୍ର ଉପରେ ବୋମା ମାଡ କରିଛି । ଏହା ଫଳରେ ପରମାଣୁ କେନ୍ଦ୍ରର ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ଭାବେ ଚ୍ଛିନ୍ନ ହୋଇଯାଇଛି ।

ପୁନର୍ବାର ଏହି ବିଦ୍ୟୁତ ସଂଯୋଗ ପାଇଁ ୟୁରାନିୟମକୁ କାର୍ଯ୍ୟକ୍ଷମ କରିବା ଲାଗି ୯ମାସ ସମୟ ଲାଗିବ । ଇରାନ ବିଦେଶୀ ମନ୍ତ୍ରୀ ଇସ୍ରାଏଲର ଏହି କାର୍ଯ୍ୟରେ କ୍ଷୁବ୍ଧ ହୋଇ ପଡିଛନ୍ତି, ଇସ୍ରାଏଲ ଯେଉଁ ପରମାଣୁ ଆତଙ୍କବାଦୀ କାର୍ଯ୍ୟ ଚଳାଇଛି ଖୁବ୍ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲ କହିଛନ୍ତି ।

Leave A Reply

Your email address will not be published.