ରୋମ: ଇଟାଲୀରେ ଉଗ୍ର ରୂନ ନେଇଛି କରୋନା ଭୂତାଣୁର ସଂକ୍ରମଣ । ଏହି ଭାଇରସ ଯୋଗୁଁ ସେଠାରେ ସ୍ଥିତି ଜଟିଳ ହୋଇଛି । କରୋନା ଭୁତାଣୁ ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩୦୮୯ ଜଣ ସଂକ୍ରମିତ ଅଛନ୍ତି । ଏଥିପାଇଁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କରୋନାକୁ ନେଇ ଲୋକେ ସଚେତନ ରୁହନ୍ତୁ ବୋଲି ସରକାର ପରାମର୍ଶ ଜାରି କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ କୋଭିଡ-୧୯ ଇଟଲୀରେ ୧୯ ଜଣଙ୍କ ଜୀବନ ନେଇଛି । ସେହିପରି ଆମେରିକାରେ ୧୧ଜଣ, ଡାଇମଣ୍ଡ ଫ୍ରାନ୍ସସେସ ୬ଜଣ, ଜାପାନରେ ୬ ଜଣ, ଫ୍ରାନ୍ସରେ ୪ଜଣ, ସ୍ପେନ, ହଂଗକଂଗ, ଅଷ୍ଟ୍ରେଲିଆ ଓ ଇରାକରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ସାନମାରିଆନୋ, ଥାଇଲାଣ୍ଡ ଓ ତାଇୱାନରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।
BREAKING NEWS
- ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
- ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ
- ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ
- ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ
- ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍ଆର୍ଏଚ୍କୁ ୬ ୱିକେଟ୍ରେ ଦେଲା ମାତ୍
- ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ
- ରେୟମଣ୍ଡର ପୂର୍ବତନ ଚେୟାରମ୍ୟାନ୍ ବିଜୟପତ୍ ସିଂହାନିଆଙ୍କର ପରଲୋକ
- ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ
- PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସଙ୍କ ସହ କ’ଣ ଆଲୋଚନା କଲେ ଜାଣନ୍ତୁ
- ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…
Comments are closed.