Latest Odisha News

BREAKING NEWS

ସୀମାରେ ଯବାନ ପାଳିଲେ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ସୀମାରେ ଯବାନ ପାଳିଲେ ୭୪ତମ ସ୍ୱାଧୀନତା ଦିବସ । ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାବାହିନୀ । ଲଦାଖରେ ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ୍ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଆଇଟିବିପି ଯବାନ ।

ସେହିପରି ଲଦାଖର ପାନଗଙ୍ଗ ସୁ ହ୍ରଦ ନିକଟରେ ଆଇଟିବିପି ଯବାନ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । ଜାତୀୟ ପତାକା ଉଡ଼ାଇବା ସହ ଭାରତ ମାତାର ନାରା ଦେଇଥିଲେ ସୁରକ୍ଷାବାହିନୀ ।

Leave A Reply

Your email address will not be published.