Latest Odisha News

BREAKING NEWS

ନିଆଁ ଲଗାଉଛି ଜ୍ୟାକଲିନ୍‌ଙ୍କ ଜିମ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସୋସିଆଲ ସାଇଟରେ ବେଶ୍ ସକ୍ରିୟ ରହିଥାନ୍ତି । ଏବେ ସେ ଏକ ଜିମରେ ଅଭ୍ୟାସ କରିବା ପରର ଫଟୋ ଛାଡିଛନ୍ତି । ଯାହାକି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ଜ୍ୟାକଲିନ୍ ଏହି ଫଟୋରେ ଏକ ହାତରେ ସେଲଫ୍‌ି ପୋଜ ଦେଉଥିବା ବେଳେ ଅନ୍ୟ ହାତରେ ଫ୍ଲାଟ ବେଲୀ ଦେଖାଉଛନ୍ତି । ଜ୍ୟାକଲିନଙ୍କ ଅଭିନୀତ ଅନେକ ଗୀତ ବେଶ୍ ହିଟ ହୋଇଛି ।

ଏଥିରେ ଆଲବମ ସଙ୍ଗ ଜିଏଫ-ବିଏଫ, ମେରେ ଆଙ୍ଗନ ମେଁ ଓ ଗେନ୍ଦା ଫୁଲ ସାମିଲ । ଏବେ ସେ ଭୂତପୋଲିସ, ବଚ୍ଚନ ପାଣ୍ଡେ ଓ କିକ-୨ ପରି ଫିଲ୍ମରେ ଅଭିନୟ କରୁଛନ୍ତି । ଚଳିତ ବର୍ଷ ଏହି ସବୁ ଫିଲ୍ମ ରିଲିଜ ହେବାକୁ ଅଛି ।

Leave A Reply

Your email address will not be published.