Latest Odisha News

BREAKING NEWS

ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ନୋଟିସ ଜାରି କରିଥିଲା। ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ କରିଥିଲା।

ତେବେ ସୂଚନା ମୁତାବକ ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହୋଇନଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତର ଯୋଗାଯୋଗରେ ସେ ଇଡି ଅଧିକାରୀଙ୍କୁ କହିଛନ୍ତି ଯେ କିଛି ବ୍ୟକ୍ତିଗତ ସମସ୍ୟା ଯୋଗୁ ଆଜି ଇଡି ଆଗରେ ହାଜର ହୋଇପାରିବେନି ବୋଲି କହିଛନ୍ତି। ପୂର୍ବରୁ ଜ୍ୟାକଲିନଙ୍କୁ ୨ ଥର ପଚରାଉଚରା ହୋଇଥିଲା।

Comments are closed.