Latest Odisha News

BREAKING NEWS

ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରୁଥିବା ଅଭିଯୋଗରେ ଜଗନ୍ନାଥ ମନ୍ଦିରର ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟ ପ୍ରଶାସକ। ନିଲମ୍ବିତ ଅଧିକାରୀଙ୍କ ନାମ ସୁଦର୍ଶନ ସାହୁ। ଗୁଣ୍ଡିଚା ମନ୍ଦିର ମଧ୍ୟରେ ସୁଦର୍ଶନ ପରିସ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ପ୍ରକାଶ।

Comments are closed.