Latest Odisha News

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ରଞ୍ଜିତ କୁମାର ନୂଆ ଆମିକସକ୍ୟୁରୀ ଭାବେ ନିଯୁକ୍ତ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଦିନ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସିଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ଆପେକ୍ସ କୋର୍ଟର ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ୩ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଅର୍ଜନ କୁମାର ସିକ୍ରି, ମୁକେଶ କୁମାର ରସିକଭାଇ ଏବଂ ଏସ ଅବଦୁଲ୍ ନଜୀର ସାମିଲ ରହିଥିଲେ ।

Leave A Reply

Your email address will not be published.